କୂଅରେ କଇଁଛ ଧରିବାକୁ ଯାଇ ୩ ଜଣ ମୃତ

ବିନିକା: କଇଁଛ ଧରିବାକୁ ଯାଇ ଏକ ପରିତ୍ୟକ୍ତ କୂଅ ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା କୁହିବାହାଲ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ; କୁହିବାହାଲ ଗାଁର ସାଧୁ କାଲସେ (୫୫ବର୍ଷ), ତାଙ୍କ ପୁଅ ଆଲୋକ କାଲସେ (୨୦ବର୍ଷ) ଏବଂ ଜ୍ବାଇଁ ସୁଲେଇ ଗାଁର ନବୀନ ମଟାରୀ (୩୨ବର୍ଷ)। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି … Continue reading କୂଅରେ କଇଁଛ ଧରିବାକୁ ଯାଇ ୩ ଜଣ ମୃତ